Browsing Tag

paradeep

ସାଙ୍ଗ ପାଇଁ ଜୀବନ ହାରିଲା ସାଙ୍ଗ: ସାମାନ୍ୟ ଝଗଡ଼ାରୁ ଫାଶୀ ଲଗାଇ ଝୁଲି ପଡିଲେ ସୌଭାଗିନୀ

ପାରାଦୀପ: ସାଙ୍ଗ ପାଇଁ ଜୀବନ ହାରିଲା ସାଙ୍ଗ। ସାମାନ୍ୟ ଝଗଡ଼ାରୁ ଚାଲିଗଲା ଜୀବନ। ପାରାଦୀପଗଡ଼ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଗଡ ଗାଁର ମହେନ୍ଦ୍ର ସେଠୀଙ୍କ ଝିଅ ସୌଭାଗିନୀ ଓ ପାଖ ଗାଁର ଅନ୍ୟ ଏକ ଝିଅ ଦୁଇ ଜଣ କେନ୍ଦ୍ରାପଡ଼ା କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ। ଦୁଇ ଜଣ…

ପାରାଦ୍ବୀପର ରତ୍ନବଟପୀଠରେ ଦେଖିବାକୁ ମିଳୁଛି ଅଲୌକିକ ଘଟଣା, ଚାରିଆଡେ ବୁଲୁଛନ୍ତି ଅଜବ ଶଙ୍ଖ

ପାରାଦ୍ବୀପ: ପାରାଦ୍ବୀପର ଅଠରବାଙ୍କି ଠାରୁ ନେହେରୁ ବଙ୍ଗଳା ଯିବା ବାଟରେ ପଡେ ଲୁକ୍କାୟିତ ଅବସ୍ଥାରେ ଥିବା ଏହି ଅବହେଳିତ ରତ୍ନବଟ । ଏହି ଘଞ୍ଚ ଜଙ୍ଗଲରେ କାହିଁ କେଉଁଦିନରୁ ଏହି ରତ୍ନବଟ ଥିବାର ଏବେ ଦେଖିବାକୁ ମିଳିଛି । ଏହି ରତ୍ନବଟର ଜଗାରଖା କରୁଛନ୍ତି ଜଣେ ସାଧୁବାବା । ଏହି…

ପାରାଦୀପ: ମାଛ ଧରା କଟକଣା କୋହଳ ସତ୍ତ୍ୱେ ଜାଲ ପକେଇବେନି ମତ୍ସ୍ୟଜୀବୀ

ପାରାଦୀପ: ଲକ୍‌ ଡାଉନ୍‌ ପାଇଁ ମତ୍ସ୍ୟଜୀବୀଙ୍କ ହାତ ବନ୍ଦ । ପାରାଦୀପ ମାଛଧରା ବନ୍ଦରରେ ଏବେ ଦୁଇ ଶହ ମତ୍ସ୍ୟଜୀବୀ ମାଛ ମାରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ସରକାର କିନ୍ତୁ ମାଛ ଚାଷ ଓ ରପ୍ତାନି ଉପରୁ ଲକ୍‌ ଡାଉନ୍‌କୁ କୋହଳ କରିଥିବା ବେଳେ ଆଉ ଦୁଇ ଦିନ ପରେ ମାଛ ବଂଶ ବୃଦ୍ଧି ନିମନ୍ତେ…

ପର୍ଯ୍ୟଟକ ବୁଲି ପାରିବେନି ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ, ରୋକ୍‌ ଲଗାଇଲେ କର୍ତ୍ତୃପକ୍ଷ

ପାରାଦୀପ : ପର୍ଯ୍ୟଟକ ବୁଲି ପାରିବେନି ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ । ରୋକ୍‌ ଲଗାଇଲେ ବନ୍ଦର କର୍ତ୍ତୃପକ୍ଷ । ପିକ୍‌ନିକ ଋତୁ ଚାଲିଥିବାବେଳେ ବନ୍ଦର କର୍ତ୍ତୃପକ୍ଷଙ୍କ ଏଭଳି ରୋକ ଲଗାଇବା ପର୍ଯ୍ୟଟକଙ୍କୁ ନିରାଶ କରିଛି । ପୂର୍ବ ଅପେକ୍ଷା ନିଷିଦ୍ଧାଞ୍ଚଳରେ ପଣ୍ୟ କାରବାର ବୃଦ୍ଧି ଘଟିଛି…