ପାରାଦୀପ: ମାଛ ଧରା କଟକଣା କୋହଳ ସତ୍ତ୍ୱେ ଜାଲ ପକେଇବେନି ମତ୍ସ୍ୟଜୀବୀ

ପାରାଦୀପ: ଲକ୍‌ ଡାଉନ୍‌ ପାଇଁ ମତ୍ସ୍ୟଜୀବୀଙ୍କ ହାତ ବନ୍ଦ । ପାରାଦୀପ ମାଛଧରା ବନ୍ଦରରେ ଏବେ ଦୁଇ ଶହ ମତ୍ସ୍ୟଜୀବୀ ମାଛ ମାରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ସରକାର କିନ୍ତୁ ମାଛ ଚାଷ ଓ ରପ୍ତାନି ଉପରୁ ଲକ୍‌ ଡାଉନ୍‌କୁ କୋହଳ କରିଥିବା ବେଳେ ଆଉ ଦୁଇ ଦିନ ପରେ ମାଛ ବଂଶ ବୃଦ୍ଧି ନିମନ୍ତେ ଏପ୍ରିଲ ୧୫ରୁ ଜୁନ୍‌ ୧୪ ଯାଏଁ ମାଛ ମାରିବା ଉପରେ କଟକଣା ଲାଗିବ । ସେହିପରି ବର୍ତ୍ତମାନ ସମୟରେ ମତ୍ସ୍ୟଜୀବୀଙ୍କୁ ଉଚିତ୍‌ ମୂଲ୍ୟ ମିଳୁନଥିବା କହିଛନ୍ତି ମତ୍ସ୍ୟଜୀବୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.