Below header

ଉଷା ପାଢୀ ହେଲେ ପଓ୍ଵନ ହଂସ ଲିମିଟେଡର CMD

ଭୁବନେଶ୍ବର (କେନ୍ୟୁଜ୍) : ଉଷା ପାଢୀଙ୍କୁ ଅତିରିକ୍ତ ଦାୟିତ୍ୱ । ପବନହଂସ ପ୍ରାଇଭେଟ୍ ଲିମିଡେଟର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଉଷା ପାଢୀଙ୍କୁ ଦାୟିତ୍ୱ ଦିଆଯାଇଛି । କମ୍ପାନୀର ପ୍ରଥମ ମହିଳା ଭାବେ ଉଷା ପାଢୀଙ୍କୁ CMD ଦାୟିତ୍ୱ ଦିଆଯାଇଛି । ଉଷା ପାଢୀ ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.