ଓଡ଼ିଶାରେ ହୋଇପାରେ PCC ପରିବର୍ତ୍ତନ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ହୋଇପାରେ PCC ପରିବର୍ତ୍ତନ । ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି, ସଭାପତି ପଦରୁ ଇସ୍ତଫା ଦେଇସାରିଛି । ଏ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି। ତେବେ ଇସ୍ତଫା ପତ୍ର ଏପର୍ଯ୍ୟନ୍ତ ଗ୍ରହଣ ହୋଇନି। ଇସ୍ତଫାପତ୍ରକୁ ଗ୍ରହଣ କରିବା ପାଇଁ ଦାବି ଜଣାଇଥିବା ନିରଞ୍ଜନ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.