Browsing Tag

odisha congress

ରାଜ୍ୟ କଂଗ୍ରେସ ନେତାଙ୍କୁ ରାହୁଲ ଗାନ୍ଧୀଙ୍କ ତାଗିଦ୍‌, କହିଲେ ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି

ଭୁବନେଶ୍ବର(କେନ୍ୟୁଜ): ରାଜ୍ୟ କଂଗ୍ରେସ ନେତାଙ୍କୁ ରାହୁଲଙ୍କ ତାଗିଦ୍‌। ଦଳ ମଧ୍ୟରେ ଶୃଙ୍ଖଳା ରକ୍ଷା ନେଇ ରାଜ୍ୟ କଂଗ୍ରେସ ନେତାଙ୍କୁ ତାଗିଦ୍‌ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ଚେତାଇ ଦେଇଛନ୍ତି। ଏଥିସହ ଏକାଠି ଲଢେଇ…

କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ, ଆଜି ଦିଲ୍ଲୀରେ ଦଳୀୟ ବିଧାୟକ ଓ ନେତାଙ୍କ ସହ ବୈଠକ କରିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର (କେନ୍ୟୁଜ୍): ରାହୁଲ ଗାନ୍ଧୀଙ୍କ ସହ ବୈଠକ ଆଜି । ଓଡ଼ିଶା କଂଗ୍ରେସ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି । ରାହୁଲ ଗାନ୍ଧୀଙ୍କ ଡାକରା ପରେ କଂଗ୍ରେସ ବିଧାୟକ, ପୂର୍ବତନ ପିସିସି ସଭାପତି ଓ ବରିଷ୍ଠ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି । ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିବେ କଂଗ୍ରେସ…

ଓଡ଼ିଶାରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର: ନୂଆ ପିସିସି ସଭାପତି କିଏ ହେବେ? ହେବ ବିଚାର ବିମର୍ଶ

ଭୁବନେଶ୍ଵର (କେନ୍ୟୁଜ): ଓଡ଼ିଶାରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର। ନୂଆ ପିସିସି ସଭାପତି କିଏ ହେବେ ସେନେଇ ରାଜ୍ୟର ବିଭିନ୍ନ କଂଗ୍ରେସ ନେତାଙ୍କ ସହ ବିଚାର ବିମର୍ଷ କରିବେ। କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ। ୨୦୧୯ରୁ ନିରଞ୍ଜନ ପଟ୍ଟନାୟକ ପିସିସି…

ଭାଷଣ ଦେଉ ଦେଉ ଟଳିପଡିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ । ପ୍ରଚାର ଗାଡିରେ ଅସୁସ୍ଥ ହୋଇପଡିଲେ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅସୁସ୍ଥ କାରଣରୁ ସେ ଗଳି ପଡ଼ିଲେ । ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଭାଷଣ ଦେଉଥିବା ସମୟରେ ସେ ଅସୁସ୍ଥ ହୋଇପଡିଥିଲେ । ଆଜି କଂଗ୍ରେସର…

ଚିଠି ବିବାଦ ପରେ କଂଗ୍ରେସର କଳେବର: ମହାସଚିବ ପଦରୁ ଗୁଲାମ ନବି ଆଉଟ୍‌, ରଣଦୀପ ସୁରଜେଓ୍ଵାଲା ଇନ୍

ନୂଆଦିଲ୍ଲୀ: ଚିଠି ବିବାଦ ପରେ ବଦଳିଲା କଂଗ୍ରେସର କଳେବର । ଦଳରୁ ମହାସଚିବ ପଦରୁ ଗୁଲାମ ନବି ଆଜାଦଙ୍କୁ ଅପସାରଣ କରାଯାଇଛି । ତାଙ୍କ ସ୍ଥାନରେ ରଣଦୀପ ସୁରଜେଓ୍ଵାଲାଙ୍କୁ ନିଯୁକ୍ତି କରାଯାଇଛି । ଏଥିସହ କଂଗ୍ରେସ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଉଥିବା ୬ ଜଣିଆ ବିଶେଷ ସଦସ୍ୟ କମିଟିରେ ସ୍ଥାନ…

ସାଙ୍ଗଠନିକ ସ୍ଥିତି ସୁଦୃଢ କରିବ କଂଗ୍ରେସ, ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ଓଡିଶାରେ ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ବର(କେନ୍ୟୁଜ୍): ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ରାଜ୍ୟ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ । ଏଥିସହ ଅକ୍ଟୋବର ୨ରୁ ନଭେମ୍ବର ୧୪ ତାରିଖ ଯାଏ ବ୍ଲକ ସ୍ତରରେ ପାଳନ ଗାନ୍ଧୀ ଜୟନ୍ତୀ । ସେହିପରି ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଦଳର ଏକ…

ଓଡ଼ିଶାରେ ହୋଇପାରେ PCC ପରିବର୍ତ୍ତନ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ହୋଇପାରେ PCC ପରିବର୍ତ୍ତନ । ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି, ସଭାପତି ପଦରୁ ଇସ୍ତଫା ଦେଇସାରିଛି । ଏ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି।…