ଫିରିଙ୍ଗିଆ ଥାନାର ବିଦାୟୀ IIC ନିଲମ୍ବିତ, ହିଂସାକାଣ୍ଡବେଳେ ଥାନା ଛାଡ଼ି ଚାଲିଯାଇଥିଲେ

ଥାନାରେ ଅନୁପସ୍ଥିତ ଓ କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ ହୋଇଛନ୍ତି । ତତ୍କାଳୀନ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ସୁନୀଲ ବଂଶଲ ।

କନ୍ଧମାଳ(କେନ୍ୟୁଜ୍): ଫିରିଙ୍ଗିଆ ଥାନା ଲଙ୍କାକାଣ୍ଡ ଘଟଣାରେ ତତ୍କାଳୀନ IIC ତପନ କୁମାର ନାହାକ ନିଲମ୍ବିତ । ଥାନାରେ ଅନୁପସ୍ଥିତ ଓ କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ ହୋଇଛନ୍ତି । ତତ୍କାଳୀନ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ସୁନୀଲ ବଂଶଲ । ହିଂସାକାଣ୍ଡବେଳେ ଥାନା ଛାଡ଼ି ଚାଲିଯାଇଥିଲେ । ପୂର୍ବରୁ ଦୁଇ ଗୃହରକ୍ଷୀଂକୁ ନିଲମ୍ବନ କରିଥିଲେ କନ୍ଧମାଳ ଏସ୍ ପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.