Below header

ସଟ ଡାଉନରେ କେଉଁଠି କିଛି ନାହିଁ, ଭୋକ ବିକଳରେ ଉଣ୍ଡାଳୁଛନ୍ତି ଅଳିଆ ଗଦା….

ସମ୍ବଲପୁର(କେ ନ୍ୟୁଜ):  ସମ୍ବଲପୁର ସହରରେ ସାପ୍ତାହିକ ସଟଡାଉନ ସମୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ମାନସିକ ବିକାରଗ୍ରସ୍ତ ଥିବା ଜଣେ ବ୍ୟକ୍ତି ଅଳିଆଗଦାରୁ ଖାଦ୍ୟ ଉଠାଇ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ କିଛି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଦୃଷ୍ଟିରେ ପଡିବାରୁ ସେମାନେ ଜଣେ ସ୍ବେଚ୍ଛାସେବୀ ଓ ଅଇଁଠାପାଲି ଥାନା ଅଧିକାରୀଙ୍କୁ ଏସମ୍ପର୍କରେ ଜଣାଇଥିଲେ।

ପୋଲିସ ଓ ସ୍ୱେଚ୍ଛାସେବୀ ଘଟଣାସ୍ଥଳରେ ପହଂଚି ତୁରନ୍ତ ବ୍ୟକ୍ତି ଜଣଙ୍କୁ ଅଲିଆଗଦାରୁ ଖାଇବା ନେଇ ବାରଣ କରିବା ସହ ତାଙ୍କୁ କିଛି ରନ୍ଧା ହୋଇଥିବା ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.