Below header

ଆଜିଠୁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ, ପରୀକ୍ଷା ଦେବେ ୧୧୦୬ଜଣ

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍‌ଷ୍ଟାଣ୍ଟ ପରୀକ୍ଷା ଆରମ୍ଭ ହେବ। ସାରା ରାଜ୍ୟରେ ୩୩ଟି କେନ୍ଦ୍ରରେ ହେବ ଏଗ୍‌ଜାମ। ସକାଳ ୧୦ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଜୁଲାଇ ୧୯ ଓ ଜୁଲାଇ ୨୦ରେ କଳା ଓ ବିଜ୍ଞାନ ବିଭାଗ ସମେତ କଳା ଓ ବାଣିଜ୍ୟ ବିଭାଗର ଡିଷ୍ଟାଣ୍ଟସ୍‌ ଏଜୁକେସନ୍‌ ଛାତ୍ରଛାତ୍ରୀଙ୍କ ପ୍ରାକ୍‌ଟିକାଲ ପରୀକ୍ଷା କରାଯିବ। ଚଳିତ ବର୍ଷ ମୋଟ ୧୧୦୬ଜଣ ଛାତ୍ରଛାତ୍ରୀ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ସେମାନଙ୍କ ମଧ୍ୟରୁ ୮୨୦ଜଣ ଫର୍ମ ପୂରଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.