ଆସନ୍ତାକାଲି ବାରିପଦା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗସ୍ତ ପୂର୍ବରୁ ହରିପୁରଗଡ଼କୁ ନେଇ ଜୋର ଧରିଛି ରାଜନୀତି

ବାରିପଦା(କେନ୍ୟୁଜ୍) : ଆସନ୍ତାକାଲି ବାରିପଦା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତ ପୂର୍ବରୁ ହରିପୁରଗଡ଼କୁ ନେଇ ରାଜନୀତି ଜୋର ଧରିଛି । ଯେଉଁ କାର‌୍ୟ୍ୟ ପୂର୍ବରୁ ଆରମ୍ଭ ହୋଇଯାଇଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ, ସେ କାର‌୍ୟ୍ୟର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ କିଭଳି କରିବେ ବୋଲି ପ୍ରଶ୍ନ କରିଛି ବିଜେଡି ଓ ଜେଏମ୍‌ଏମ୍‌ । କେନ୍ଦ୍ରମନ୍ତ୍ରୀଙ୍କ ଜାତୀୟ ପର‌୍ୟ୍ୟଟନ କ୍ଷେତ୍ର ମାନ୍ୟତା ପ୍ରସଙ୍ଗକୁ ମଧ୍ୟ ସମାଲୋଚନା କରିଛନ୍ତି ଉଭୟ ଦଳ । ମିଥ୍ୟା ପ୍ରତିଶ୍ରୁତି ଦେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଥିବା ବିଜେଡି କହିଛି । ସେପଟେ ଜେଏମ୍‌ଏମ୍‌ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ଚେତାବନୀ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.