ଛତିଶଗଡ ଦାନ୍ତେଓ୍ଵାଡାରେ ପୋଲିସ୍ ଓ ମାଓବାଦୀ ମଧ୍ୟରେ ଦୀର୍ଘ ୪ଘଣ୍ଟା ଧରି ଜାରି ରହିଛି ଗୁଳିବିନିମୟ, ୧୦ଟି ମାଓ କ୍ୟାମ୍ପ ଧ୍ୱଂସ

ମାଲକାନଗିରି: ମାଓ ଶିବିର ଧ୍ୱସଂ । ମାଓବାଦୀଙ୍କ ବିରୋଧରେ ବଡ ଧରଣର ଅପରେସନ୍‌ । ଛତିଶଗଡ ଦାନ୍ତେଓ୍ଵାଡାରେ ମାଓବାଦୀ ପୋଲିସ ଗୁଳି ବିନିମୟ ।

ପୋଲିସ ଓ ମାଓବାଦୀ ମଧ୍ୟରେ ଦୀର୍ଘ ୪ ଘଣ୍ଟା ଧରି ଜାରିରହିଛି ଗୁଳିବିନିମୟ । ୪ଘଣ୍ଟାର ଅପରେସନ୍‌ ପରେ ୧୦ଟି ମାଓ କ୍ୟାମ୍ପ ଧ୍ୱଂସ । ଏକେ ୪୭ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଏନ୍‌କାଉଣ୍ଟରରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.