ରାୟଗଡା ପୋଲିସ ଦେଖାଇଲା ଦବଙ୍ଗଗିରି, ହେଲେମେଟ ଚେକିଂ ବେଳେ ଯୁବକଙ୍କୁ ମାଡ଼ମାରି କଲା ଲହୁଲୁହାଣ

ରାୟଗଡା(ବ୍ୟୁରେ): ହେଲ୍‌ମେଟ ଚେକିଂ ବେଳେ ପୋଲିସ ମାଡ଼ରେ ଯୁବକ ଗୁରୁତର। ଘଟଣାକୁ ନେଇ ରାୟଗଡା ଟାଉନ୍‌ ଥାନା ଘେରିଲେ ସ୍ଥାନୀୟ ଲୋକେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

raygada police attack

ଆଜି ସକାଳେ ଦୁଇଜଣ ଯୁବକ ବାଇକ ଯୋଗେ ମା ମଝିଘରିଆଣୀ ମନ୍ଦିର ଅଭିମୁଖେ ଯାଉଥିବା ସମୟରେ ହେଲ୍‌ମେଟ ଚେକିଂ ହୋଇଥିଲା। ହେଲମେଟ ପିନ୍ଧି ନଥିବାରୁ ପୋଲିସ ଗାଡି ଅଟକାଇ ଗାଡ଼ିରୁ ଚାବି ଟାଣିନେବା ସହ ଲାଠି ସାହାଯ୍ୟରେ ମାରିଥିବା ଅଭିଯୋଗ ହୋଇଛି।

You might also like