Browsing Tag

police attack

ପୁଣି ଖାକିରେ ଲାଗିଲା ଦାଗ, ପୋଲିସ ମାଡରେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ

ପୁରୀ (କେନ୍ୟୁଜ): ପୁଣି ଖାକିରେ ଲାଗିଲା ଦାଗ। ମହାଧାର୍ମିକ ମାସ ପଞ୍ଚୁକରେ ପୋଲିସର ଭକ୍ତଙ୍କୁ ଆକ୍ରମଣ। ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ। ପୋଲିସ ମାଡରେ ଜଣେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ। ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଗୁରୁତର…

ଭୁବନେଶ୍ବର:ମୋବାଇଲ ଚୋର ଧରିବାକୁ ଯାଇଥିବା ପୋଲିସ ଖାଇଲା ନିସ୍ତୁକ ମାଡ଼, ପିସିଆରକୁ ଭାଙ୍ଗିଲେ ଲୋକେ

କେନ୍ୟୁଜ୍(ବ୍ୟୁରୋ): ମୋବାଇଲ ଚୋରକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ। ପିସିଆର  ଗାଡ଼ିକୁ ଭଙ୍ଗରୁଜା କଲେ ଲୋକେ। ଘଟଣା ଘଟିଛି ଖରବେଳ ନଗର ଥାନା ଅଧିନସ୍ଥ ମାଳିସାହି ବସ୍ତିରେ । ମିଳିଥିବା ସୂଚନା ମୁତାବକ ଗତ ୨୯ ତାରିଖରେ ଏକ ମୋବାଇଲ ଚୋରି କେସ ତଦନ୍ତ କରି ଅପରାଧୀକୁ ଧରିବାକୁ …

ଗାଁ ଭିତରେ ବୃଦ୍ଧଙ୍କୁ ଉଲଗ୍ନ କରି ପୋଲିସର ମାଡ ଅଭିଯୋଗ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସମ୍ବଲପୁର: ଗାଁ ଭିତରେ ବୃଦ୍ଧଙ୍କୁ ଉଲଗ୍ନ କରି ପୁଲିସର ମାଡ ଅଭିଯୋଗ । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଭଳି ସ୍ପର୍ଶକାତର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଂଚଳରେ । ସୂଚନା ଅନୁସାରେ ବୁର୍ଲା ଥାନା ତିହିକିପାଲି ଗାଁର…

ରାୟଗଡା ପୋଲିସ ଦେଖାଇଲା ଦବଙ୍ଗଗିରି, ହେଲେମେଟ ଚେକିଂ ବେଳେ ଯୁବକଙ୍କୁ ମାଡ଼ମାରି କଲା ଲହୁଲୁହାଣ

ରାୟଗଡା(ବ୍ୟୁରେ): ହେଲ୍‌ମେଟ ଚେକିଂ ବେଳେ ପୋଲିସ ମାଡ଼ରେ ଯୁବକ ଗୁରୁତର। ଘଟଣାକୁ ନେଇ ରାୟଗଡା ଟାଉନ୍‌ ଥାନା ଘେରିଲେ ସ୍ଥାନୀୟ ଲୋକେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଦୁଇଜଣ ଯୁବକ ବାଇକ ଯୋଗେ ମା ମଝିଘରିଆଣୀ ମନ୍ଦିର ଅଭିମୁଖେ…

ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ିଥିଲେ ଛାତ୍ର କିନ୍ତୁ ପେଟ ଉପରେ ବାଇକ ଚଢ଼ାଇଦେଲେ ପୋଲିସ,ଦେଖନ୍ତୁ ଭିଡିଓ

ଦକ୍ଷିଣ ଆମେରିକାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ପ୍ରୋଟେଷ୍ଟ କରୁଥିବା ସମୟରେ କିଛି ଛାତ୍ରମାନଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିବା ପରେ ତାଙ୍କ ଉପରେ ବାଇକ ଚଢାଇ ଦେଇଛନ୍ତି । ସେ ପୁଣି ଜଣେ ନୁହେଁ ତିନି ତିନି ଜଣ ପୋଲିସବାଲା ମିଶି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ…