ବ୍ରହ୍ମପୁରରେ ପୋଲିସ ଡିଜି, ଦକ୍ଷିଣାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ କରିଛନ୍ତି ସମୀକ୍ଷା

ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସ ଡିଜି । ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ଏହାସହ ଗିରିସୋଲା ଚେକ ପୋଷ୍ଟରେ ପୋଲିସ କାର୍ଯ୍ୟର ତଦାରଖ କରିଛନ୍ତି ଡିଜିପି ।

କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଡିଜିପିଙ୍କ ସହ ଅଛନ୍ତି ଆଇନ ଶୃଙ୍ଖଳା ADG ଯଶଓ୍ଵନ୍ତ ଜେଠ୍‌ଓ୍ଵା। ସମୀକ୍ଷା ବୈଠକରେ ଡିଆଇଜି ସତ୍ୟବ୍ରତ ଭୋଇ , ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଗଞ୍ଜାମ ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.