Browsing Tag

Police DG Abhay

ବ୍ରହ୍ମପୁରରେ ପୋଲିସ ଡିଜି, ଦକ୍ଷିଣାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ କରିଛନ୍ତି ସମୀକ୍ଷା

ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସ ଡିଜି । ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ଏହାସହ ଗିରିସୋଲା ଚେକ ପୋଷ୍ଟରେ ପୋଲିସ କାର୍ଯ୍ୟର ତଦାରଖ କରିଛନ୍ତି ଡିଜିପି । କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।…

କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଭ୍ୟାକସିନ୍‌ ନେଲେ ପୋଲିସ ଡିଜି ଅଭୟ

କଟକ: ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି ଟିକା । ଭ୍ୟାକସିନ୍‌ ନେଲେ ପୋଲିସ ଡିଜି । ପୋଲିସ ବିଭାଗରେ ପ୍ରଥମ ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ସେ ଟିକା ନେଇଛନ୍ତି । ସବୁ ଜିଲ୍ଲାପାଳ ଓ ଏସପିମାନେ ମଧ୍ୟ ଟିକା ନେଉଛନ୍ତି । ସକାଳୁ ଗଞ୍ଜାମ…

ଯାଜପୁର : ଦିନିକିଆ ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ, କୋଭିଡ ପରିଚାଳନା ଓ ଏନଫୋର୍ସମେଣ୍ଟର କଲେ ସମୀକ୍ଷା

ଯାଜପୁର (କେନ୍ୟୁଜ): ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ । ଆଜି ଡିଜିପି ପାଣିକୋଇଲିସ୍ଥିତ ପୋଲିସ ମୁଖ୍ୟାଳୟରେ ପହଁଚି ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କୋଭିଡ କଟକଣା ସମୟରେ ଚାଲିଥିବା ଏନଫୋର୍ସମେଣ୍ଟ ସମ୍ପର୍କରେ ଏସପି ଚରଣ ସିଂ ମୀନାଙ୍କ ସହ…

ରମଜାନ୍ ପାଇଁ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ୍ ଡିଜି ଅଭୟ

ଭୁବନେଶ୍ବର: ରମଜାନ୍ ପାଇଁ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ୍ ଡିଜି ଅଭୟ । ଏହି ପବିତ୍ର ମାସ ହେଉଛି ଦୟା,କ୍ଷମା ଓ ମାନବିକତାର ମାସ। କରୋନା ପରିସ୍ଥିତି ଯୋଗୁଁ ସାମାଜିକ ଦୂରତା ରକ୍ଷା କରିବା ସହିତ ରିତୀନିତୀରେ ପବିତ୍ର ରମଜାନ୍ ପାଳନ କରିବାକୁ ସେ ଆହ୍ବାନ କରିଛନ୍ତି ।…