Below header

ଡକାୟତି ଉଦ୍ୟମ ପଣ୍ତ, ବନ୍ଧୁକ ସହ ୩ ଜଣକୁ ଗିରଫ କଲା ପୋଲିସ

ଡକାୟତି ଉଦ୍ୟମ ପଣ୍ତ । ବନ୍ଧୁକ ସହ ୩ ଜଣକୁ ଗିରଫ କଲା ଟାଉନ ଥାନା ପୋଲିସ । ବରଗଡ଼ SDPO ଅଫିସରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ।

ଡକାୟତି ଉଦ୍ୟମ ପଣ୍ତ । ବନ୍ଧୁକ ସହ ୩ ଜଣକୁ ଗିରଫ କଲା ଟାଉନ ଥାନା ପୋଲିସ । ବରଗଡ଼ SDPO ଅଫିସରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି । ବରଗଡ଼ ସହରର ଜିରା ବ୍ରିଜରୁ ୩ ଜଣ ଡକାୟତ ମାନଙ୍କୁ ଗିରଫ କରିଛି ଟାଉନ ପୋଲିସ ।

ମୁଖ୍ୟ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଲା ତରଭା ଗ୍ରାମର ରିଙ୍କୁ ନାଗ ସହ ବରଗଡ଼ ସହର ନଦୀ ପଡାର ବନିଲ ଗଡତୀୟା ଓ ବୀରେନ୍ଦ୍ର ଭୁଏକୁ ଗିରଫ କରିଛି ପୋଲିସ । ତାଙ୍କ ଠାରୁ ଗୋଟିଏ ବନ୍ଧୁକ, ୨ଟି ଗୁଳି, ଲୁହା ରଡ୍ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.