ଆସନ୍ତା ୧୫ରେ ଅକ୍ଷୟ ତୃତୀୟା ପାଇଁ ପୁରୀରେ ପ୍ରସ୍ତୁତି: ନରେନ୍ଦ୍ର ପୁଷ୍କରଣୀରୁ କଢାଗଲା ନନ୍ଦା ଓ ଭଦ୍ରା ଚାପ

ପୁରୀ: ଆସନ୍ତା ୧୫ ତାରିଖରେ ଅକ୍ଷୟ ତୃତୀୟା ପାଇଁ ପୁରୀରେ ପ୍ରସ୍ତୁତି। ନରେନ୍ଦ୍ର ପୁଷ୍କରଣୀରୁ କଢାଗଲା ନନ୍ଦା ଓ ଭଦ୍ରା ଚାପ। ୨୬ଜଣ ଭୋଇ ସେବକଙ୍କ ସହାୟତାରେ ଚାପ ଦୁଇଟିକୁ କଢାଯାଇଛି।

ପବିତ୍ର ଅକ୍ଷୟ ତୃତୀୟାରେ ଏହି ଦୁିଟି ଚାପରେ ଜଳକ୍ରୀଡା କରିବେ ମହାପ୍ରଭୁ। ବର୍ଷ ସାରା ଏହି ୫ଟି ଡଙ୍ଗା ନରେନ୍ଦ୍ର ସରୋବରରେ ବୁଡି ରହିଥାଏ। ବିଧି ଅନୁଯାୟୀ ଚୈତ୍ର ପୂର୍ଣ୍ଣିମାରେ ଏ ସମସ୍ତ ଡଙ୍ଗା କଢାଯାଇ ଶୁଖାଯିବା ସହ ଆବଶ୍ୟକ ମରାମତି କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.