ଲିଙ୍ଗରାଜ ମନ୍ଦର ପରିଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରିବାର, ମନ୍ଦିରର କଳାକୃତିକୁ ଦେଖି କଲେ ଭୂୟସୀ ପ୍ରଶଂସା

ଭୁବନେଶ୍ବର(କେନ୍ୟୁଜ୍):   ଲିଙ୍ଗରାଜ ମନ୍ଦର ପରିଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଝିଅ ଓ ସ୍ତ୍ରୀ। ଅପରାହ୍ନରେ ଦୁହେଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରକୁ ପ୍ରବେଶ କରିଥିଲେ।  ଲିଙ୍ଗରାଜ ମନ୍ଦିରର କଳାକୃତିକୁ ଦେଖି ରାଷ୍ଟ୍ରପତିଙ୍କ ସ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ ।

presidents wife

ତେବେ ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କ  ଲିଙ୍ଗରାଜ ମନ୍ଦିର  ଅଚାନକ ଗସ୍ତ ଥିବାରୁ ଏହା ପୂର୍ବରୁ କାହା ପାଖରେ  ସୂଚନା ନଥିଲା। ଲିଙ୍ଗରାଜ ମନ୍ଦିର ପୂଜକ ମାନେ ମଧ୍ୟ ରାଷ୍ଟ୍ରପତିଙ୍କ ପରିବାର ଆଗମନରେ ବେଶ ଉତ୍ସାହିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.