ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ଧୀରେ ଧୀରେ ସୁଧୁରୁଛି ସ୍ଥିତି

ପୁରୀ (କେନ୍ୟୁଜ୍) : ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ଧୀରେ ଧୀରେ ସୁଧୁରୁଛି ସ୍ଥିତି । ସ୍ୱାଭାବିକ ହେଉଛି ବିଦ୍ୟୁତ ସଂଯୋଗ ଓ ପାନୀୟ ଜଳ ଯୋଗାଣ । ବ୍ୟାଙ୍କ ସେବା ଓ ଏଟିଏମ୍ କାର‌୍ୟ୍ୟକ୍ଷମ ହେଲାଣି । ସେହିପରି ବିଭିନ୍ନ ବ୍ଲକ ମୁଖ୍ୟାଳୟରେ ଟେଲିଫୋନ ସେବା ପୁନଃ କାର‌୍ୟ୍ୟକ୍ଷମ ହୋଇଛି । ଘରଭଙ୍ଗା ଓ ଫସଲ କ୍ଷୟକ୍ଷତି ନେଇ ଆକଳନ ଚାଲିଛି । ଖୁବଶୀଘ୍ର କ୍ଷୟକ୍ଷତିର ରିପୋର୍ଟ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.