ରେଳମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ଆଜି ବିଶାଖାପାଟଣା-କୋରାପୁଟ ପାସେଞ୍ଜର ସ୍ପେଶାଲ ଟ୍ରେନର କରିବେ ଉଦଘାଟନ

ଭୁବନେଶ୍ବର(କେନ୍ୟୁଜ୍): ରେଳମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ । ବିଶାଖାପାଟଣା-କୋରାପୁଟ ପାସେଞ୍ଜର ସ୍ପେଶାଲ ଟ୍ରେନର ଉଦଘାଟନ କରିବେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ଜୟପୁର-ମାଲକାନଗିରି ପ୍ରସ୍ତାବିତ ନୂତନ ରେଳପଥ ନିର୍ମାଣ ଯାଞ୍ଚ କରିବେ ।

ବିକାଶମୂଳକ କାର୍ଯ୍ୟର ପ୍ରଗତି ନେଇ ହେବ ସମୀକ୍ଷା । ସେହିପରି ମାଲକାନଗିରି ମୁଖ୍ୟ ଡାକଘର ପରିସରରେ ନିର୍ମାଣ ହୋଇଥିବା ନୂତନ ବିଲଡିଂ ଓ ଅଂଳା ଉପଡାକଘରକୁ ଲୋକାର୍ପିତ କରିବେ । ଅପରାହ୍ନ ୪ଟା ବେଳେ କୋରାପୁଟ-ବିଶାଖାପାଟଣା ଦୈନିକ ପାସେଞ୍ଜର ସ୍ପେଶାଲ ଟ୍ରେନର ଉଦଘାଟନ ଉତ୍ସବ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.