ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଶିଶୁକନ୍ୟାର ଜନ୍ମ, ଫଟୋ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ଯ

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଶିଶୁକନ୍ୟାର ଜନ୍ମ। ଏହି ଛୁଆଟି ଗତକାଲି ୨.୪୦ ମିନଟରେ ଜନ୍ମ ନେଲା । ଛୁଆଟି ଝିଅ ରୂପରେ ଜନ୍ମ ନେଇଛି । ଏହିଭଳି ଛୁଆ ଅତି ବେଶୀରେ ଗୋଟିଏ କିମ୍ବା ଦୁଇ ଦିନ ବଞ୍ଚନ୍ତି ।

ଏହିଭଳି ଜନ୍ମିତ ଛୁଆକୁ ମେଡିକାଲ ଶବ୍ଦରେ ହାର୍ଲିକୁଇନ୍ ଇକଥୋଷିସ ବୋଲି କୁହା ଯାଉଛି । ଛୁଆଟି ନର୍ମାଲ ଡେଲିଭେରିରେ ହୋଇଛି ।୫ରୁ ୧୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଏଭଳି ଜଣେ ଶିଶୁ ଜନ୍ମ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.