ଟ୍ବିନସିଟିରେ ରେକର୍ଡ ଥଣ୍ଡା, ୧୪ ସହରରେ ୧୦ ଡିଗ୍ରୀଠୁ କମ ତାପମାତ୍ରା

ଟ୍ବିନସିଟିରେ ରେକର୍ଡ ଥଣ୍ଡା। ଚଳିତ ସିଜିନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ୧୩ ଡିଗ୍ରୀ ଛୁଇଁଛି କଟକ ଓ ଭୁବନେଶ୍ବର ପାରଦ। ୧୪ ସହରରେ ୧୦ଡିଗ୍ରୀଠୁ କମ ରାତ୍ର ତାପମାତ୍ରା ରେକର୍ଡ କରାଯାଇଛି।

ଟ୍ବିନସିଟିରେ ରେକର୍ଡ ଥଣ୍ଡା। ଚଳିତ ସିଜିନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ୧୩ ଡିଗ୍ରୀ ଛୁଇଁଛି କଟକ ଓ ଭୁବନେଶ୍ବର ପାରଦ। ୧୪ ସହରରେ ୧୦ଡିଗ୍ରୀଠୁ କମ ରାତ୍ର ତାପମାତ୍ରା ରେକର୍ଡ କରାଯାଇଛି।

୫ ଡିଗ୍ରୀ ପାରଦ ସହ ଜି. ଉଦୟିଗିରି ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ଫୁଲବାଣୀ ୭, କିରେଇ ୭.୫ , ଅନୁଗୋଳ ୮, କୋରାପୁଟ ୮ ଓ ସେମିଳିଗୁଡ଼ାରେ ୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଗତ କିଛି ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ୨୨ରୁ ୨୪ ତାରିଖ ଯାଏ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.