ଭୁବନେଶ୍ୱରରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା, ଖାଲି ସ୍ଥାନରେ ବି ହୋଇପାରିବନି ଭିଡ଼

ଭୁବନେଶ୍ୱର: ଭୁବନେଶ୍ୱରରେ ଜିରୋ ନାଇଟ ଉପରେ କଟକଣା । ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ସେଲିବ୍ରେସନ ମନା । ମଣ୍ଡପରେ ମଧ୍ୟ ସେଲିବ୍ରେସନ ଉପରେ କଟକଣା ଲାଗିଛି ।

ଏନେଇ ବିଏମସି କଟକଣା ଲଗାଇଛି । ଖାଲି ସ୍ଥାନରେ ବି ହୋଇପାରିବନି ଭିଡ଼ । ଭୋଜିଭାତ ଓ ନାଚଗୀତ ଉପରେ କଟକଣା ଲଗାଇଛି ବିଏମସି । ପରିବାର ସହ ଘରେ ରହି ନୂଆବର୍ଷ ପାଳିବାକୁ ବିଏମସି ପରାମର୍ଶ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.