Below header

ଚୌଦ୍ୱାରରେ ଅଘଟଣ: ଧାନ କଟାଳିଙ୍କୁ ଦଳି ଦେଲା ହାତୀ

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଥାନା ନିକଟ ଯାଜଭୈରବ ନୂଆଗାଁ ସ୍ଥିତ ଭାରଣ୍ଡି ଠାରେ ଅଘଟଣ । ଜଣେ ଧାନ କଟାଳିଙ୍କୁ ଦଳି ଦେଲା ।ହାତୀ। ଘଟଣା ସ୍ଥଳରେ ଧାନ କଟାଳି ମୃତ ।

ମୃତକ ଜଣକ ହେଉଛନ୍ତି, ବୁଢା଼ଳିଙ୍ଗ ଗ୍ରାମର ରତ୍ନାକର ବେହେରା। ମିଳିଥିବା ସୂଚନା ମୁତାବକ, ଭୋର ସମୟରେ ୧୨ଟି ହାତୀ ଧାନ ଖାଇବା ସହିତ ରତ୍ନାକରକୁ ଶୁଣ୍ଢରେ ମାରି ଦଳି ଚକଟି ପକାଇଥିଲେ । ଏନେଇ ଖବର ପାଇ ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ୍ ପହଁଚି ଛାନଭିନ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.