Below header

ବଡଗଡ଼: ମହିଳାଙ୍କ ବେକରେ ଛୁରୀ ଲଗାଇ ଲୁଟ ଘଟଣା, ଲୁଟେରା ଗଗନକୁ ବାନ୍ଧିଲା ପୋଲିସ

ବଡଗଡ଼ ଥାନା ରତ୍ନାକର ବାଗ ଅଞ୍ଚଳରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଲୁଟ ଘଟଣା । ଲୁଟେରା ଗଗନକୁ ବାନ୍ଧିଲା ପୋଲିସ। ଶିବନଗର ଅଞ୍ଚଳରେ ପରିତ୍ୟକ୍ତ ଘରେ ଲୁଚିଥିବା ସମୟରେ ଗିରଫ କଲା ପୋଲିସ।

ଭୁବନେଶ୍ୱର (କେନ୍ୟୁଜ): ବଡଗଡ଼ ଥାନା ରତ୍ନାକର ବାଗ ଅଞ୍ଚଳରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଲୁଟ ଘଟଣା । ଲୁଟେରା ଗଗନକୁ ବାନ୍ଧିଲା ପୋଲିସ। ଶିବନଗର ଅଞ୍ଚଳରେ ପରିତ୍ୟକ୍ତ ଘରେ ଲୁଚିଥିବା ସମୟରେ ଗିରଫ କଲା ପୋଲିସ। ଅଭିଯୁକ୍ତ ନିକଟରୁ ଘଟଣାରେ ବ୍ୟବହୃତ ଛୁରୀ ଓ ଲୁଟ ସୁନା ଚେନ ଜବତ କଲା ପୋଲିସ। ଦୀପାବଳି ଦିନ ଘରେ ପଶି ଅଭିଯୁକ୍ତ ଗଗନ ଆଲମିରା ଭାଙ୍ଗି 50ହଜାର ନଗଦ ଟଙ୍କା, ସୁନା ଗହଣା ଓ ମୋବାଇଲ ଲୁଟ ହୋଇ ଥିବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ତେବେ ଅଭିଯୁକ୍ତ ନାଁରେ କମିସନରେଟ ପୋଲିସର ବିଭିନ୍ନ ଥାନା ରେ ରହିଛି ଏକାଧିକ ଲୁଟ, ଛିନ୍ତାଇ, ହତ୍ୟା ଉଦ୍ୟମ ଭଳି ସଙ୍ଗିନ ମାମଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.