Below header

ଭୁବନେଶ୍ୱର ଆରଟିଓ-୨ର ସଫଳତା, ୧୮ ଦିନରେ ୫ ହଜାର ଗାଡ଼ି ଚାଳକଙ୍କୁ ଲର୍ଣ୍ଣର ଲାଇସେନ୍ସ

ଭୁବନେଶ୍ୱର: ଭୁବନେଶ୍ୱର ଆରଟିଓ-୨ର ସଫଳତା। ୧୮ ଦିନରେ ୫ ହଜାର ଗାଡ଼ି ଚାଳକଙ୍କୁ ଦିଆଗଲା ଲର୍ଣ୍ଣର ଲାଇସେନ୍ସ । ନୂଆ ମୋଟର ଯାନ ଆଇନ ଲାଗୁ ପରେ ରାଜ୍ୟରେ ଥିବା ୩୮ ଆରଟିଓରେ ଏହା ସର୍ବାଧିକ ରହିଛି। ଏଥିପାଇଁ ଟ୍ରାନ୍ସପୋର୍ଟ କମିଶନର ସଂଜୀବ ପଣ୍ଡା ଆରଟିଓ-୨କୁ ଧନ୍ୟବାଦ ଦେଇଛନ୍ତି। ଦୁଇ ନମ୍ବରରେ ଆରଟିଓ-୨ ରହିଛି। ସେହିଭଳି ଚଣ୍ଡିଖୋଲରେ ୨ହଜାର ୬୩୦, କଟକରେ ୨ହଜାର ୫୫୦, ଗଞ୍ଜାମରେ ୨ହଜାର ୫୩୮, ମାଲକାନଗିରିରେ ୧ହଜାର ୫୬୮ ଓ ବାଲେଶ୍ୱରରେ ୧ହଜାର ୬୧୪ଟି ଆବେଦନ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.