ରୋମାନିଆରେ ବିଶ୍ୱ ଯୁବ ଚାମ୍ପିଅନସିପ୍‌ ପାଇଁ ମନୋନୀତ ହେଲେ ସାଇନା ସାଲୋନିକା

କେନ୍ୟୁଜ୍: ଜାତୀୟ ଚେସ୍‌ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ବିଜେତା ସାଇନା ସାଲୋନିକା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ କ୍ରୀଡ଼ାପ୍ରେମୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଆଗକୁ ଚେସ୍‌ ଖେଳରେ କିଭଳି ଅଧିକ ଭଲ କରିବେ ସେନେଇ ଧ୍ୟାନ ଦେବେ । କୋଚିରେ ଆୟୋଜିତ ୧୭ ବର୍ଷରୁ କମ ଜାତୀୟ ଚେସ୍‌ ଚାମ୍ପିଅନସିପ୍‌ରେ ସାଇନାଙ୍କୁ ରୌପ୍ୟ ପଦକ ମିଳିଥିଲା । ଏଥିସହ ରୋମାନିଆରେ ହେବାକୁ ଥିବା ବିଶ୍ୱ ଯୁବ ଚାମ୍ପିଅନସିପ୍‌ ପାଇଁ ସାଇନା ମନୋନୀତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.