ଭିଜିଲାନ୍ସ ଜାଲରେ ସମ୍ବଲପୁର ଓମ୍‌ଫେଡ ଡେପୁଟି ମ୍ୟାନେଜର, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢାଉ

ସମ୍ବଲପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଓମ୍‌ଫେଡ ଡେପୁଟି ମ୍ୟାନେଜର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓମ୍‌ଫେଡ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ।

ସାକ୍ଷୀପଡ଼ାସ୍ଥିତ ଘର, ଅଫିସ, ପୁରୀ ସ୍ଥିତ ପୈତୃକ ଘର ଓ ଭୁବନେଶ୍ୱରରେ ଏକକାଳୀନ ରେଡ୍‌ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.