Browsing Tag

omfed

ହଟିଲା ଠିକା ଓମଫେଡ ଗାଡ଼ି ଚାଳକଙ୍କ ଧାରଣା, ଆନ୍ଦୋଳନ ଯୋଗୁ ଦୁଗ୍ଧ ଯୋଗାଣରେ ବାଧାପ୍ରାପ୍ତ

ଭୁବନେଶ୍ୱର : ହଟିଲା ଠିକା ଓମଫେଡ ଗାଡ଼ି ଚାଳକଙ୍କ ଧାରଣା । କଟକ ନରାଜ ଅରିଲୋ ସ୍ଥିତ ଓମଫେଡ଼ ପ୍ଲାଣ୍ଟ ସମ୍ମୁଖରେ ଠିକା ଓମଫେଡ ଗାଡ଼ି ଚାଳକଙ୍କ ଆନ୍ଦୋଳନ ହଟିଛି। ଗୋଡିସାହି ଫାଣ୍ଡି ନିକଟସ୍ଥ ଓମଫେଡ଼ ପ୍ଲାଣ୍ଟରୁ କ୍ଷୀର ଚୋରି ଅଭିଯୋଗରେ ଜଣେ ଠିକା ଗାଡି ଚାଳକଙ୍କୁ ଉଠାଇ ନେଇଥିଲେ ପୋଲିସ ।…

ଶାରଳାଙ୍କ ପୀଠରେ ବ୍ୟବହାର ହେଉଛି ନିମ୍ନମାନର ଘିଅ, ଫୁଡ଼ ଇନସ୍ପେକ୍ଟରଙ୍କ ଚଢ଼ାଉ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ଦୈନଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ମାଙ୍କ ନିକଟରେ ହେଉଥିବା ନୀତିକୁ ନେଇ ବଡ଼ ବୟାନ ରଖିଛନ୍ତି ମନ୍ଦିରର ବଡ଼ପଣ୍ଡା । ମାଙ୍କ ନୀତି ପାଇଁ…

ଓମଫେଡର ପରିଚାଳନା ନିର୍ଦ୍ଦେଶକ ହେଲେ ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ୱର (କେନ୍ୟୁଜ): ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ । ଓମଫେଡର ପରିଚାଳନା ନିର୍ଦ୍ଦେଶକ ହେଲେ ବିଜୟ ଅମୃତ କୁଲାଙ୍ଗେ । ଓଡ଼ିଶା ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି । ମାର୍ଚ୍ଚ ୧୬ ତାରିଖରେ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତିରେ କୁହାଯାଇଛି…

ରାଜଧାନୀରେ ଓମଫେଡ୍ ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ: ଧାରୁଆ ଅସ୍ତ୍ରରେ ଦୁଇଟି ହାତକୁ ହାଣିଦେଲେ ୪ ଦୁର୍ବୁତ୍ତ

ଭୁବନେଶ୍ବର(କେନ୍ୟୁଜ) : ଓମଫେଡ୍ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ୪ ଜଣ ଦୁର୍ବୁତ୍ତ ୨ ବାଇକରେ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା । ଯୁବକଙ୍କର ଦୁଇଟି ହାତକୁ ହାଣି ଦେଇଛନ୍ତି ଦୁର୍ବୁତ୍ତ । ଆହତ ଅବସ୍ଥାରେ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ…

ଭିଜିଲାନ୍ସ ଜାଲରେ ସମ୍ବଲପୁର ଓମ୍‌ଫେଡ ଡେପୁଟି ମ୍ୟାନେଜର, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢାଉ

ସମ୍ବଲପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଓମ୍‌ଫେଡ ଡେପୁଟି ମ୍ୟାନେଜର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓମ୍‌ଫେଡ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ। ସାକ୍ଷୀପଡ଼ାସ୍ଥିତ ଘର, ଅଫିସ, ପୁରୀ ସ୍ଥିତ ପୈତୃକ ଘର ଓ ଭୁବନେଶ୍ୱରରେ…

ଓମଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ସହାୟତା ଘୋଷଣା । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬ ହଜାର ଟଙ୍କା ଯାଏ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର…

ଓମଫେଡକୁ ବନ୍ଦ କରିବାକୁ ଚାଲିଛି ବିଧିବଦ୍ଧ ଷଡ଼ଯନ୍ତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲା ଓଡ଼ିଶା…

କେନ୍ୟୁଜ୍(ବ୍ୟୁରୋ):  ଓମଫେଡକୁ ବନ୍ଦ କରିବାକୁ ଚାଲିଛି ବିଧିବଦ୍ଧ ଷଡ଼ଯନ୍ତ୍ର। ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ବିକାଶ ମଞ୍ଚ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛି ମଞ୍ଚ।…

ଭୁବନେଶ୍ୱର ତୋଷାଳୀ ଭବନ ଆଗରେ ଥିବା ଓମଫେଡ ବୁଥରୁ ଆପଣ ଯାଇଛନ୍ତି କି? ଯଦି ହଁ ତାହାହେଲେ ୧୪ ଦିନ ରୁହନ୍ତୁ…

ଭୁବନେଶ୍ୱର: ଭୁବନେଶ୍ୱର ତୋଷାଳୀ ଭବନ ଆଗରେ ଥିବା ଓମଫେଡ ବୁଥରୁ ଆପଣ ଚା ପିଇଛନ୍ତି କି ? କିମ୍ବା ବୁଥକୁ ଯାଇଛନ୍ତି କି ? ଯଦି ହଁ ତାହାହେଲେ ୧୪ ଦିନ କ୍ୱାରେଣ୍ଟାଇନରେ ରୁହନ୍ତୁ। ନଚେତ ଆପଣଙ୍କ ଠାରୁ ଆପଣଙ୍କ ପରିବାରକୁ କରୋନା ବ୍ୟାପିବାର ସମ୍ଭାବନା ରହିଛି। ସମ୍ପୃକ୍ତ ଓମଫେଡ଼ ବୁଥକୁ…

ଭୁବନେଶ୍ବର: ଓମ୍‌ଫେଡ ବୁଥ୍‌ରେ କେବଳ ମିଳିବ କ୍ଷୀର, ଚା’ ବିକ୍ରି ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ଓମ୍‌ଫେଡ ବୁଥ୍‌ରେ କେବଳ କ୍ଷୀର ମିଳିବ । ଚା' ବିକ୍ରି ବନ୍ଦ । ଜନଗହଳିକୁ ନଜରରେ ରଖି ଚା' ଓ କଫି ବିକ୍ରି ବନ୍ଦ । ସେହିପରି ବନ୍ଦ ରହିବ ପାନ ଦୋକାନ । ଫ୍ରୁଟ୍‌ ଜୁସ୍‌ ସେଣ୍ଟରରେ କେବଳ ଫଳ ବିକ୍ରି କରି ପାରିବେ । ବନ୍ଦ ରହିବ ଆଇସକ୍ରିମ୍‌ ପାର୍ଲର । ଓପୋଲଫେଡ୍‌…