ଭୁବନେଶ୍ବର: ଓମ୍‌ଫେଡ ବୁଥ୍‌ରେ କେବଳ ମିଳିବ କ୍ଷୀର, ଚା’ ବିକ୍ରି ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ଓମ୍‌ଫେଡ ବୁଥ୍‌ରେ କେବଳ କ୍ଷୀର ମିଳିବ । ଚା’ ବିକ୍ରି ବନ୍ଦ । ଜନଗହଳିକୁ ନଜରରେ ରଖି ଚା’ ଓ କଫି ବିକ୍ରି ବନ୍ଦ । ସେହିପରି ବନ୍ଦ ରହିବ ପାନ ଦୋକାନ । ଫ୍ରୁଟ୍‌ ଜୁସ୍‌ ସେଣ୍ଟରରେ କେବଳ ଫଳ ବିକ୍ରି କରି ପାରିବେ । ବନ୍ଦ ରହିବ ଆଇସକ୍ରିମ୍‌ ପାର୍ଲର । ଓପୋଲଫେଡ୍‌ କାଉଣ୍ଟରରେ ରନ୍ଧା ଖାଦ୍ୟ ବିକ୍ରି କରି ପାରିବେ ନାହିଁ । ଏହି ନିର୍ଦ୍ଦେଶନାମା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । ନିର୍ଦ୍ଦେଶନାମାକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.