ପାଖରେ ଟଙ୍କା ନାହିଁ କିନ୍ତୁ ବିଲେଇ କୁକୁରଙ୍କ ପେଟ କଥା ବୁଝୁଛନ୍ତି ରତିକାନ୍ତ
ପାଖରେ ଅର୍ଥର ଅଭାବ ଥାଇ ମଧ୍ୟ ପଶୁପକ୍ଷୀଙ୍କ ପେଟ କଥା ବୁଝୁଛନ୍ତି ଜଣେ ଚା ଦୋକାନୀ । ମାନବ ସେବା ହିଁ ମାଧବ ସେବା ଅର୍ଥକୁ ଭଲ ଭାବେ ବୁଝିଛନ୍ତି ଏ ବ୍ୟକ୍ତି । ପେଶାରେ ଚା ଦୋକାନୀ । କିନ୍ତୁ ନିଶା ତାଙ୍କର ଅନ୍ୟକୁ ସାହାଯ୍ୟ କରିବା । ପରୋପକାରୀ ମଣିଷ ଭାବେ ବେଶ ପରିଚିତ ଏହି ଚା ଦୋକାନୀ ।…