ହତ୍ୟା ମାମଲାରେ ସାକ୍ଷୀଙ୍କୁ ଧମକ ଘଟଣାରେ ସାନଖେମୁଣ୍ଡି ବିଧାୟକ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର(କେନ୍ୟୁଜ୍): ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଉ ଏକ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତହୋଇଛନ୍ତି  । ଜେଲ ଭିତରେ ରମେଶ ଥିବା ବେଳେ ଗୋଷାଣୀ ନୂଆଗାଁ ଶାନ୍ତି ମିଶ୍ର ହତ୍ୟା ମାମଲାର ସାକ୍ଷୀକୁ ଧମକ ଦେବା ମାମଲାରେ ରମେଶଙ୍କ ସମେତ ୫ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି  ।୨୦୧୬ ଜୁଲାଇ ମାସରେ  ବ୍ରହ୍ମପୁର ପୋଲିସ ପକ୍ଷରୁ ରମେଶ ଜେନାଙ୍କ ନାଁରେ ରୁଜୁ କରିଥିଲା ମାମଲା । ବ୍ରହ୍ମପୁରସ୍ଥିତ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶୁଣାଇଲେ ଏହି ରାୟ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.