ସ୍ୟାଣ୍ଡ ଆନିମେସନ୍ ମାଧ୍ୟମରେ କରୋନାକୁ ନେଇ ଶିଳ୍ପୀ ମାନସ ସାହୁଙ୍କ ଜନସଚେତନତା

ପୁରୀ: ସ୍ୟାଣ୍ଡ ଆନିମେସନ୍ ମାଧ୍ଯମରେ କରୋନା ସଂପର୍କରେ ଜନସଚେତନତା । ଅର୍ନ୍ତଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଏହି ସ୍ଯାଣ୍ଡ ଆନିମେସନ୍ ପ୍ରସ୍ତୁତ କରି କରୋନା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି । ଏହାସହିତ ଲକଡାଉନ୍ ସମୟରେ ସମସ୍ତେ ଘରେ ରହିବାକୁ ନିବେଦନ କରିଛନ୍ତି ।

ଦେଖନ୍ତୁ ଭିଡିଓ…