ସ୍ୟାଣ୍ଡ ଆନିମେସନରେ ସ୍ନାନ ଯାତ୍ରାର କାହାଣୀ ବଖାଣିଲେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ
ପୁରୀ(କେନ୍ୟୁଜ): ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହିତ ନିଚ୍ଛକ କାହାଣୀ ବଖାଣିଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ କରୁଥିବାର ଦୃଶ୍ୟ ଏବଂ ଠାକୁରଙ୍କ ହାତୀ ବେଶ କିପରି ଏବଂ…