Below header

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବିଜୁ ଜୟନ୍ତୀ ଅବସରରେ ବାଲୁକା କଳା, କରୋନା ଭାଇରସକୁ ନେଇ ମଧ୍ୟ ଦେଲେ ସଚେତନତା ବାର୍ତ୍ତା

ପୁରୀ: ବିଜୁ ଜୟନ୍ତୀ ଅବସରରେ ବାଲୁକା କଳା । ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ନିର୍ମାଣ କରିଛନ୍ତି ତାଙ୍କର ଏକ ପ୍ରତିମୂର୍ତ୍ତି । ଯେଉଁଥିରେ ଉଲ୍ଲେଖ ରହିଛି, ବିଜୁ ବାବୁ ଭାରତରତ୍ନ ପାଇଁ ହକଦାର । ବିଜୁ ଜୟନ୍ତୀ ଅବସରରେ ଏହି ବାଲୁକା କଳା ସମସ୍ତଙ୍କୁ ମୁଗ୍ଧ କରିଛି । ସେହିପରି କରୋନା ଭାଇରସ୍‌ ନେଇ ବାଲୁକା କଳାରେ ସଚେତନତାର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ । ଆତଙ୍କିତ ନହେବାକୁ ବାର୍ତ୍ତା ଦେଇଛନ୍ତି ।

corona sand art

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.