ବାଲୁକା କଳାରେ ବିଶ୍ୱ ରେଡିଓ ଦିବସ ଶୁଭେଚ୍ଛା

ବାଲୁକା କଳାରେ ବିଶ୍ୱ ରେଡିଓ ଦିବସ ଶୁଭେଛା । ପୁରୀ ବେଳାଭୂମିରେ ଅର୍ନ୍ତଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶୁଭେଛା ଜଣାଇଛନ୍ତି । ଏଥିରେ ରେଡିଓର ପ୍ରତିକୃତି ଥିବାବେଳେ ଉଦ୍ଭାବନ କରିଥିବା ମାର୍କୋନିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପୁରୀ(କେନ୍ୟୁଜ୍‌) : ବାଲୁକା କଳାରେ ବିଶ୍ୱ ରେଡିଓ ଦିବସ ଶୁଭେଚ୍ଛା । ପୁରୀ ବେଳାଭୂମିରେ ଅର୍ନ୍ତଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶୁଭେଛା ଜଣାଇଛନ୍ତି । ଏଥିରେ ରେଡିଓର ପ୍ରତିକୃତି ଥିବାବେଳେ ଉଦ୍ଭାବନ କରିଥିବା ମାର୍କୋନିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ୟୁନେସ୍କୋ ପକ୍ଷରୁ ଫେବ୍ରୁଆରୀ ୧୩କୁ ବିଶ୍ୱ ରେଡିଓ ଦିବସ ଭାବେ ଘୋଷଣା କରିବା ପରେ ସାରା ବିଶ୍ୱରେ ୱାର୍ଲଡ ରେଡ଼ିଓ ଡେ ଭାବେ ପାଳନ କରାଯାଉଛି । ରେଡିଓର ଇତିହାସ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.