ପୁରୀ ବେଳାଭୂମିରେ ଲତା ମେଙ୍ଗସକରଙ୍କ ୯୦ ତମ ଜନ୍ମଦିନ ଅବସରରେ ବାଲୁକାକଳା ପ୍ରଦର୍ଶନ

ପୁରୀ(କେନ୍ୟୁଜ୍): ସୁପ୍ରସିଦ୍ଧ ଗାୟିକା ଲତା ମେଙ୍ଗସକରଙ୍କ ୯୦ ତମ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ପ୍ରଦର୍ଶନ କରାଯାଇଛି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ଲତାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ଲତାଙ୍କର ଏହି ବାଲୁକା କଳା ପ୍ରଦର୍ଶନୀ ପର‌୍ୟ୍ୟଟକ ଓ କଳାପ୍ରେମୀଙ୍କୁ ବେଶ୍‌ ଆକୃଷ୍ଟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.