କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରକ୍ରିୟା ଜାରି

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରକ୍ରିୟା ଜାରି ରଖିଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ସୂର୍ଯ୍ୟ ମନ୍ଦିରର ଉତ୍ତର ଦ୍ୱାର ଦେଇ ବାଲି ବାହାର କରାଯିବ ।

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରକ୍ରିୟା ଜାରି ରଖିଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ସୂର୍ଯ୍ୟ ମନ୍ଦିରର ଉତ୍ତର ଦ୍ୱାର ଦେଇ ବାଲି ବାହାର କରାଯିବ । ଏଥିପାଇଁ ବଡ଼ବଡ଼ ଲୁହାର ପ୍ଲାଟଫର୍ମ ବସା ଯାଇଛି । ଆଗାମୀ ମାସେ ମଧ୍ୟରେ ବାଲି ବାହାର କରାଯିବ ବୋଲି କୁହାଯାଉଛି । ଅପରପକ୍ଷରେ ବିଶେଷଜ୍ଞଙ୍କ ମତ ଅନୁସାରେ ବାଲି କାଢ଼ିବ ପାଇଁ ଦାବି କରିଛି କୋଣାର୍କ ସୁରକ୍ଷା ସମିତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.