Below header

ଶ୍ରୀଜିଉଙ୍କୁ ରଥରେ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ(କେନ୍ୟୁଜ୍): ଶ୍ରୀଜିଉଙ୍କୁ ରଥରେ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ । ସେବକଙ୍କ ଗହଣରେ ଆସି ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଆଣ୍ଠୁ ପ୍ରତ୍ୟାରୋପଣ ଯୋଗୁଁ ସ୍ନାନଯାତ୍ରାରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିନଥିଲେ ଶଙ୍କରାଚାର୍ଯ୍ୟ । ହେଲେ କାଳିଆର ବଡ଼ଯାତରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବରେ ଗଦଗଦ ହୋଇଛନ୍ତି ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ । ମହାବାହୁକୁ ରଥରେ ଦେଖି କୃତ୍ୟକୃତ୍ୟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.