ପିକଅପ୍‌ ଭ୍ୟାନ୍‌କୁ ଧକ୍କା ଦେଲା ସ୍କୁଲ ବସ୍‌ , ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କେନ୍ଦୁଝର(କେନ୍ୟୁଜ୍): ପିକଅପ୍‌ ଭ୍ୟାନ୍‌କୁ ଧକ୍କା ଦେଲା ସ୍କୁଲ ବସ୍‌। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଯୋଡା-ବାମେବୋରି ରାସ୍ତାରେ ଦୁର୍ଘଟଣା ଘଟିଛି। ଟାଟା ସ୍ପଞ୍ଜ କମ୍ପାନୀର ସ୍କୁଲ ବସ୍‌ ଆଜି ସକାଳୁ ଏକ ପରିବା ବୋଝେଇ ପକଅପ୍‌ ଭ୍ୟାନକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଭ୍ୟାନରେ ବସିଥିବା ୩ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍କୁଲ ବସ୍‌ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.