କେରଳରେ ପୁଣି ଜଣେ କରୋନା ଭାଇରସ୍‌ ଆକ୍ରାନ୍ତ, ସେପଟେ ଚୀନ୍‌ରେ ବର୍ତ୍ତମାନ ସୁଦ୍ଧା ୩୦୪ ଜଣଙ୍କ ମୃତ୍ୟୁ

କେରଳ: କେରଳରେ ପୁଣି ଜଣେ କରୋନା ଭାଇରସ୍‌ ଆକ୍ରାନ୍ତ । ପୁଣି ଜଣଙ୍କଠାରୁ କରୋନା ଭାଇରସ୍‌ ପଜେଟିଭ୍‌ ବାହାରିଛି । ଭାରତରେ ଏହା ଦ୍ୱିତୀୟ ଘଟଣା । ପୂର୍ବରୁ ମଧ୍ୟ କେରଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ସେପଟେ କରୋନାରେ ଚୀନ୍‌ରେ ବର୍ତ୍ତମାନ ୩୦୪ ଜଣଙ୍କ ମୃତ୍ୟୁ ହେଲାଣି । ୧୪ ହଜାର ୩୮୦ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.