ରାଉରକେଲା NITରେ ୭ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ, ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

ରାଉରକେଲା: ରାଉରକେଲା NITରେ ୭ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ । ୨୦୨୦-୨୧ ଅଟମ ଓ ସ୍ପି୍ରଙ୍ଗ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନରେ କରାଯିବ ।

ଅନ୍‌ଲାଇନରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । କେବେ ପରୀକ୍ଷା ହେବ ଆଗରୁ ଜଣାଇ ଦିଆଯିବ ।

Leave A Reply

Your email address will not be published.