ସତ୍ୟନଗର ଅଞ୍ଚଳରେ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର, ୨ ଗ୍ରାହକ ଅଟକ

ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରୁ ଠାବ ହେଲା ସେକ୍ସ ରାକେଟ | ସତ୍ୟନଗର ପ୍ଲଟ ନମ୍ବର ୧୬ରେ ଚାଲିଥିଲା ସେକ୍ସ ରାକେଟ |

ଭୁବନେଶ୍ୱର : ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରୁ ଠାବ ହେଲା ସେକ୍ସ ରାକେଟ | ସତ୍ୟନଗର ପ୍ଲଟ ନମ୍ବର ୧୬ରେ ଚାଲିଥିଲା ସେକ୍ସ ରାକେଟ | ଘର ବାହାରେ ଏକ ମେଡ଼ିସିନ ସଂସ୍ଥାର ବୋର୍ଡ ଲଗାଇ ଚାଲିଥିଲା ଧନ୍ଦା | ପୋଲିସ ୪ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ଗ୍ରାହକଙ୍କୁ ଅଟକ ରଖିଛି | ଚଢ଼ାଉ ବେଳେ ପୋଲିସ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି | ରାକେଟର ମୁଖ୍ୟ କାର୍ପଟଦାର ପୋଲିସକୁ ଚକମା ମାରି ଫେରାର ହୋଇଯାଇଥିବା ଜଣାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.