Below header

ଭୁବନେଶ୍ବର ଲକ୍ଷ୍ମୀ ସାଗର ଅଞ୍ଚଳରେ ଫିଜିଓଥେରାପି ଆଳରେ ଚାଲିଥିଲା ଦେହ ବ୍ୟବସାୟ, ଧରା ହେଲେ ୬ ଜଣ

ଭୁବନେଶ୍ବର(କେ ନ୍ୟୁଜ୍‌) : ଫିଜିଓଥେରାପି ସେଣ୍ଟରରୁ ଧରାହେଲେ ୪ ଦେହଜୀବିଙ୍କ ସହିତ ୨ ଗ୍ରାହକ । ଲକ୍ଷ୍ମୀ ସାଗର ନିକଟସ୍ଥ ଓକିଲବାଗ ନିକଟ ଫିଜିଓଥେରାପି ସେଣ୍ଟରରୁ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଚଢାଉ କରାଯାଇଥିଲା । ତେବେ ଗିରିଜା ପ୍ରସାଦ ସେନାପତି ,ସୁଧାଂଶୁ ରଞ୍ଜନ ମିଶ୍ର ଆଦି କିଛି ବ୍ୟକ୍ତି ମିଶି ଏହି ଫିଜିଓଥେରାପି ସେଣ୍ଟର ଚଳାଉ ଥିବା ଜଣାପଡିଛି । ସମସ୍ତଙ୍କୁ ପୋଲିସ୍ ଅଟକ ରଖିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.