Browsing Tag

SEX RACKET IN BHUBANESWAR

ଭୁବନେଶ୍ବର: ପୁଣି ଖଣ୍ଡିଗିରରୁ ସେକ୍ସ ର‍୍ୟାକେଟ ଠାବ, ୩ ଯୁବତୀ ଓ ୩ ଗ୍ରାହକଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରୁ ସେକ୍ସ ର‍୍ୟାକେଟ ଠାବ । ଖଣ୍ଡିଗିର ଅଞ୍ଚଳରୁ ସେକ୍ସ ରାକେଟ ଠାବ କରାଯାଇଛି । ୩ ଯୁବତୀ ଓ ୩ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ପାତ୍ରପଡ଼ା ନିକଟରେ ଥିବା ଏକ ହୋଟେ୍‌ଲ୍‌ରେ ସେକ୍ସ ର‍୍ୟାକେଟ୍‌ ଚାଲିଥିଲା । ପଶ୍ଚିମବଙ୍ଗ ଓ ଗୋଆରୁ ଯୁବତୀମାନେ ଏହି…

ଭୁବନେଶ୍ବର ଲକ୍ଷ୍ମୀ ସାଗର ଅଞ୍ଚଳରେ ଫିଜିଓଥେରାପି ଆଳରେ ଚାଲିଥିଲା ଦେହ ବ୍ୟବସାୟ, ଧରା ହେଲେ ୬ ଜଣ

ଭୁବନେଶ୍ବର(କେ ନ୍ୟୁଜ୍‌) : ଫିଜିଓଥେରାପି ସେଣ୍ଟରରୁ ଧରାହେଲେ ୪ ଦେହଜୀବିଙ୍କ ସହିତ ୨ ଗ୍ରାହକ । ଲକ୍ଷ୍ମୀ ସାଗର ନିକଟସ୍ଥ ଓକିଲବାଗ ନିକଟ ଫିଜିଓଥେରାପି ସେଣ୍ଟରରୁ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଚଢାଉ କରାଯାଇଥିଲା । ତେବେ ଗିରିଜା ପ୍ରସାଦ ସେନାପତି ,ସୁଧାଂଶୁ ରଞ୍ଜନ ମିଶ୍ର ଆଦି କିଛି…