Below header

ମଠ ଉଚ୍ଛେଦକୁ ନେଇ ପୁରୀ ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କ୍ଷୋଭ, ଜାଣନ୍ତୁ କ’ଣ କହିଲେ

ପୁରୀ(କେନ୍ୟୁଜ୍) : ମଠ ଉଚ୍ଛେଦକୁ ନେଇ ପୁରୀ ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କ୍ଷୋଭ । କହିଛନ୍ତି, ଗୋବର୍ଦ୍ଧନ ମଠର ଜମି ହଡ଼ପ ଉଦ୍ୟମ କରାଯାଉଛି । ଦେବତ୍ତୋର ଆଇନ ଅଧିନରେ ସବୁ ମଠ ରହିଛି । ମଠଗୁଡିକ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । ମଠର ପରିଚାଳନା ସ୍ୱତନ୍ତ୍ର ଭାବେ ହେବା ଉଚିତ୍‌ । ଇଂରେଜ ଶାସନ କାଳରେ ବି ମଠ କାହା ଅଧିନରେ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.