ଜୁନ୍‌ ୪ରେ ଦୁଲୁକିବ ଆରଡି ପୀଠ, ପାଖେଇ ଆସୁଛି ଶିବ ବିବାହ ଉତ୍ସବ

ଚାନ୍ଦବାଲି(କେନ୍ୟୁଜ୍‌): ପାଖେଇ ଆସୁଛି ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ଶିବ ବିବାହ ଉତ୍ସବ। ଆଉ ୩ ଦିନ ପରେ ଦେବ ଦେବ ମହାଦେବ ସାଜିବେ ବର ଆଉ ମାତା ପାର୍ବତୀ କନିଆ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ବିବାହ ଶୋଭାଯାତ୍ରାରେ ସାମିଲ ହେବ ବିଭିନ୍ନ ଜିଲ୍ଲାର ପାରମ୍ପରିକ ବାଦ୍ୟ।

ବରାନୁଗମନ ଶୋଭାଯାତ୍ରାରେ ଦୁଲୁକିବ ଆକଡ଼ି ପୀଠ। ଜୁନ୍‌ ୩ ତାରିଖରେ ମଙ୍ଗଳପାକ ଓ ୪ ତାରିଖରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଗତ ୨ ବର୍ଷ ହେଲା କରୋନା କଟକଣା ପାଇଁ ନିରାଡମ୍ବର ଭାବେ ଉତ୍ସବ ପାଳନ କରାଯାଇଥିଲ। ହେଲେ ଚଲିତବର୍ଷ ଯାଜଜମକରେ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.