ମହାଦେବଙ୍କୁ ଜ୍ୱାଇଁ ରୂପେ ପାଇ ପୂଜାରୀ ପରିବାର ବେଶ ଖୁସି
ସମ୍ବଲପୁର : ସମ୍ପନ୍ନ ହେଲା ଦେବ ବିବାହ । ମାତା ପାର୍ବତୀଙ୍କ ହାତ ଧରିଲେ ମହାଦେବ । ବିଳମ୍ବିତ ରାତିରେ ମହାଦେବ ବର ବେଶରେ ସଜ୍ଜିତ ହୋଇ ରୋଷଣୀ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ମାତା ପାର୍ବତୀଙ୍କ ଘରକୁ ଯାଇଥିଲେ । ସମସ୍ତ ନୀତିକାନ୍ତି ଅନୁଯାୟୀ ଦେବ ବିବାହ ସମ୍ପନ୍ନ ହୋଇଛି ।
ତେବେ…