ବରଗଡ଼: ଶୀତଳଷଷ୍ଠୀ ପାଇଁ ଉତ୍ସବ ମୁଖର ବରପାଲି ସହର

ବରଗଡ଼(କେନ୍ୟୁଜ୍): ଶୀତଳଷଷ୍ଠୀ ପାଇଁ ଉତ୍ସବ ମୁଖର ବରଗଡ଼ ଜିଲ୍ଲାର ବରପାଲି ସହର । ଘଣ୍ଟଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ସାରା ପରିବେଶ । ପ୍ରଥମ ଦିନରେ ପ୍ରଭୂ ନଟରାଜଙ୍କ ମୂର୍ତ୍ତି ସ୍ଥାପନ ପରେ ବାବା କପିଳେଶ୍ୱରଙ୍କ ପତରପେଣ୍ଡି ଅନୁଷ୍ଠିତ ହୋଇଛି । ୭ ଦିନ ଧରି ଚାଲିଥିବା ବରପାଲି ଶିତଳ ଷଷ୍ଠୀ ଯାତ୍ରାର ଆଜି ତୃତୀୟ ଦିନ । ଏକ ବିରାଟ ପଟୁଆରରେ ବାବା ଭଇରୋଙ୍କୁ ସହର ପରିକ୍ରମା କରାଯିବ । ସେପଟେ ମାଁ ସମଲେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ରୂଦ୍ରଯଜ୍ଞ ମଧ୍ୟ ଚାଲଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.