ଟ୍ରି ମ୍ୟାନ ସିଂଡ୍ରୋମ ରୋଗରେ ପୀଡ଼ିତ ୭ ବର୍ଷର କୁନି ଝିଅ ରାଜେଶ୍ୱରୀ 

ମାଲକାନଗିରି (କେନ୍ୟୁଜ୍) : ଟ୍ରି ମ୍ୟାନ ସିଂଡ୍ରୋମ ରୋଗରେ ପୀଡ଼ିତ ୭ ବର୍ଷର କୁନି ଝିଅ ରାଜେଶ୍ୱରୀ  । ଅସହ୍ୟ ଯନ୍ତ୍ରଣାରେ ଛଯପଟ ହେଉଛି ରାଜେଶ୍ୱରୀ । ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡ଼ ଦନ୍ତେଓ୍ଵାଡା ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି । ପ୍ରଥମେ ପାଦରେ ମୋଟା ଚମଡା ଆବରଣ ହୋଇ ଶରୀର ସାରା ମାଡିଯାଇଛି । ବର୍ତ୍ତମାନ ରାଜେଶ୍ୱରୀ ରାୟପୁରର ଏମ୍ସ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.