Below header

କୋରାପୁଟ : ଟିଭି ପଛପଟୁ ବାହାରିଲା ୪ ଫୁଟ ଲମ୍ବର ନାଗସାପ

କୋରାପୁଟ : ଟିଭି ପଛପଟୁ ବାହାରିଲା ନାଗସାପ । କୋରାପୁଟ ସୁନାବେଡା ଥାନା ଥାଟପଦରଗୁଡା ଗାଁର ଜଗନ୍ନାଥ ନାୟକଙ୍କ ଘରୁ ସାପ ଉଦ୍ଧାର ହୋଇଛି । ଗତକାଲି ସନ୍ଧ୍ୟାରେ ଟିଭି ଅନ୍‌ କରିବାକୁ ଯିବା ବେଳେ ସାପକୁ ଦେଖିବାକୁ ପାଇଥିଲେ । ଖବର ପାଇ ସ୍ନେକ୍‌ ହେଲପ୍‌ ଲାଇନ ସଦସ୍ୟ ପହଞ୍ଚି ୪ ଫୁଟ ଲମ୍ବର ସାପକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ଜଙ୍ଗଲରେ ଛାଡି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.